ଭୁବନେଶ୍ୱର ୧/୬ : ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ହେଲେ ବରିଷ୍ଠ ନେତା ସୂର୍ୟ୍ୟନାରାୟଣ ପାତ୍ର । ଦିଗପହଣ୍ଡି ବିଧାୟକ ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡଶ ବିଧାନସଭାର ବାଚସ୍ପତି ଭାବେ ବଛାହୋଇଛନ୍ତି ।...
ଢେଙ୍କାନାଳ ୧/୬ : ଢେଙ୍କାନାଳରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଗୁଣୁଦେଇ ନିକଟରେ ଜଣେ ବୃଦ୍ଧାଙ୍କୁ ଦନ୍ତାହାତୀ ଆକ୍ରମଣ କରିଛି । ଯାହା ଫଳରେ...
ବଲାଙ୍ଗୀର ୧/୬ : ଟ୍ରକ ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ରତନପୁର...
ସମ୍ବଲପୁର ୧/୬ : ଖୋଲିଲା ହୀରାକୁଦ ଡ୍ୟାମର କଂଟ୍ରୋଲ ରୁମ । କଂଟ୍ରୋଲ ରୁମରେ ୨୪ ଘଂଟିଆ ତଦାରଖ ବ୍ୟବସ୍ଥା ଆରମ୍ଭ ହୋଇଛି । ମହାନଦୀକୂଳରେ ଥିବା ସମସ୍ତ ଜିଲ୍ଲା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ...
କୋରାପୁଟ ୧/୬ : ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମଲିଗୁଡାରେ ।ନାବାଳିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । ନାବାଳିକାର ଶରୀର ୮୦ ପ୍ରତିଶତ ଜଳିଯାଇଥିବା ଖବର ମିଳିଛି...