ଭୁବନେଶ୍ୱର ୨୭/୧ : ରବିବାର ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର ୱେବସାଇଟ ଉନ୍ମୋଚିତ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଦ୍ୱିତୀୟ ଇସ୍ତାହାର କମିଟି ବୈଠକରେ ୱେବସାଇଟ ଉନ୍ମୋଚନ କରାଯାଇଥିଲା । ଏହି ୱେବସାଇଟରେ ଆସନ୍ତା...
ଭୁବନେଶ୍ୱର ୨୭/୧ : ଆମ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜରିୱାଲ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଆସିବେ । ସେ ଲୋୟର ପିଏମଜିରେ ଏକ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି...
ବଣାଇ ୨୬/୧ : ସୁନ୍ଦରଗଡ଼ କୋଇଡ଼ା ଥାନା ଅଂଚଳର ଉନ୍ଦୁପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଜଣେ ମହିଳା ଓ ତାଙ୍କ ୪ ଶିଶୁଙ୍କୁ ହତ୍ୟା କରି କୂଅ ଭିତରେ ପକାଇ...
ଭୁବନେଶ୍ୱର ୨୬/୧ : ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ ଉତ୍ସବ ଅନୁଷ୍ଠିତ ହେଉଥିବାବ ବେଳେ ଜଣେ ଯୁବତୀ ଏକେ ୪୭ ଧରି ବୁଲିବା ଘଟଣା ସମସ୍ତଙ୍କୁ ହତଚକିତ କରିଥିଲା । କିଛି ସମୟ ପରେ ଜଣେ...
ଭୁବନେଶ୍ୱର ୨୬/୧ : ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୁରୁ ଅର୍ଜୁନ ଚରଣ ସାମଲଙ୍କ ପରଲୋକ ହୋଇଯାଇଛି । ଶନିବାର ରାତି ୮.୩୦ରେ ସେ ଇହଧାମ ପରିତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ଓଡ଼ିଆ କଳା ଜଗତରେ ଶୋକର...