କେନ୍ଦ୍ରାପଡ଼ା ୨୪/୧ : କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ସତ୍ତେ୍ୱ ଆଜି ଦୁଇ ଗୋଷ୍ଠୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ । କାଳୀ ମନ୍ଦିର ଛକରେ ଉଭୟ ପକ୍ଷ ମଧ୍ୟରେ ଢ଼େଲାପଥର ମାଡ଼ ସହ ଗଣ୍ଡଗୋଳ ହୋଇଥିଲା...
ଭୁବନେଶ୍ୱର ୨୪/୧ : ଆସନ୍ତା କାଲି କୃଷକମାନଙ୍କୁ ମିଳିବ କାଳିଆ ସହାୟତା । ରାଜ୍ୟର ୧୨ ଲକ୍ଷ ୪୫ ହଜାର ୪୯୦ଜଣ ଦୁସ୍ଥ ଚାଷୀ ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର ଟଙ୍କାର ସହାୟତା ପାଇବେ ।...
ରାୟଗଡ଼ା ୨୪/୧ : ଏକ ହତ୍ୟାକାଣ୍ଡ ମାମଲାରେ ରାୟଗଡ଼ା ଜିଲ୍ଲା ଦୋ÷ରାଜଜ ଆଜି ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ସେମାନଙ୍କୁ ମଧ୍ୟ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ଅପରାଧୀମାନେ...
ଭୁବନେଶ୍ୱର ୨୪/୧ : ଆସନ୍ତା ୨୯ ତାରିଖରୁ ରାଜ୍ୟରେ ତାପମାତ୍ରା ବଢ଼ିବ । ତେବେ ୨୬ରେ ପଶ୍ଚିମଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ୨୭ରୁ ଦକ୍ଷିଣ ଓଡ଼ିଶା ଓ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା...
ଚାନ୍ଦବାଲି ୨୪/୧ : ଚାନ୍ଦବାଲି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବିବାହିତା ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏହି ଯୁବତୀ ଜଣକ ହେଉଛନ୍ତି ବାଂଶଡ଼ା ଥାନା ଅନ୍ତର୍ଗତ ଖଦାଳପୋଖରୀ...