ସୋର ୨୮/୧ : ସୋରରେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଜି ଜଣେ ବ୍ୟକ୍ତି ସୋର ଷ୍ଟେଟ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଗାଡ଼ି ଡିକିରେ ରଖିଥିବାବେଳେ...
କଟକ ୨୮/୧ : ରାଜ୍ୟରେ ପ୍ରବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଉପରେ ସ୍ୟାଟ ରହିତାଦେଶ ଜାରି କରିଛନ୍ତି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପକ୍ଷରୁ ହୋଇଥିବା ପରୀକ୍ଷାରେ ୧୨ ଜଣ କୃତକାର୍ଯ୍ୟ ହୋଇଥିଲେ । ସେଥିମଧ୍ୟରେ...
ଯାଜପୁର ୨୮/୧ : ଯାଜପୁର ଅଂଚଳର ତେଲିଗଡ଼ ମୁଣ୍ଡା ସାହି ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା କରିଛି । ପାରିବାରିକ କଳହରୁ ଏହି...
ନୂଆଦିଲ୍ଲୀ ୨୮/୧ : ନବୀନଙ୍କ ରିମୋଟ ମୋଦୀଙ୍କ ହାତରେ ବୋଲି ଗତ ୨୫ ତାରିଖ ଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ...
ବ୍ରହ୍ମପୁର ୨୮/୧ : ଗଞ୍ଜାମର ଚମାଖଣ୍ଡି ଅଂଚଳର ନରେନ୍ଦ୍ର ପୁର ଗ୍ରାମରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏହି ମହିଳାଙ୍କ ନାମ ଉଷାରାଣୀ ସେନାପତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ...