ସୋର ୨୮/୧ : ସୋର ଅଂଚଳର ଶାଳନ୍ଦୀ ଆମ୍ବହତା ନିକଟସ୍ଥ କେନାଲ କାର୍ଯ୍ୟ ଚାଲିଥିବାବେଳେ ଶ୍ରମିକଙ୍କ ଉପରେ ଏକ ହାଇୱା ମାଡ଼ି ଯାଇଥିଲା । ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ତେବେ ଖଇରା...
କେସିଙ୍ଗା ୨୮/୧ : କେସିଙ୍ଗା ଥାନା ଛକରେ ଏକ ବସ ଓଲଟିପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ କେତେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ବସଟି ଭୁବନେଶ୍ୱରରୁ ଜୟପୁର ଯାଉଥିବାବେଳେ...
ଭୁବନେଶ୍ୱର ୨୮/୧ : ରାଜ୍ୟର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ କିଛିଦିନ ଧରି...
ଭୁବନେଶ୍ୱର ୨୮/୧ : ଓଟିଭିର ସହ ପ୍ରତିଷ୍ଠାତା ଜାଗି ମଙ୍ଗତ ପଣ୍ଡା ଆଜି ବିଧାନସଭା ସ୍ୱାଧିକାର କମିଟି ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ଗତ ବିଧାନସଭା ଅଧିବେଶନରେ ଓଟିଭିରେ ଏକ ଖବର...
ଭୁବନେଶ୍ୱର ୨୮/୧ : ଝାରସୁଗୁଡ଼ା ବିଧାୟକ ନବ ଦାସ ସୋମବାର ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି...