ଭୁବନେଶ୍ୱର ୨୩/୧ : ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ସାଲେପୁରର କୁଳିଆଠାରେ ଏକ ଜନସମାବେଶରେ ଉଦବୋଧନ ଦେବେ । ସେ ଗତ ୧୮...
ବାଲିଗୁଡ଼ା ୨୩/୧ : ଏବେ ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଜଣାପଡ଼ିଛି । ଏହି ନାବାଳିକା ଜଣକ ହେଉଛନ୍ତି ବାଲିଗୁଡ଼ା ତୁମୁଡ଼ିବନ୍ଧ ଅଂଚଳର । ନାବାଳିକାର ପ୍ରେମିକ ଗର୍ଭ ନଷ୍ଟ କରିବା ପାଇଁ ତାକୁ...
ଆସିକା ୨୩/୧ : ଆସିକାର ମୁଣ୍ଡମରାଇ ଗ୍ରାମରୁ ଆଜି ଜଣେ ବ୍ୟାଙ୍କ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ପାଟିରୁ ରକ୍ତ ବାହାରିପଡ଼ିଛି । ଏହି ବ୍ୟକ୍ତି ଜଣକ ହେଲେ ଆସିକାସ୍ଥିତ ଆନ୍ଧ୍ର ବ୍ୟାଙ୍କର...
ଧାନବାଦ ୨୩/୧ : ଧାନବାଦସ୍ଥିତ ଭାରତ କୋକିଂକୋଲ୍ସ ଲିମିଟେଡର ଏକ ଖଣିରେ ଆଜି କୋଇଲା ଖଣି ଧସିପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । କୋଇଲା ଖଣ୍ଡ ତଳେ ଅନ୍ୟ କେତେକ ବ୍ୟକ୍ତି ଚାପି ହୋଇ...
ସୁବର୍ଣ୍ଣପୁର ୨୩/୧ : ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଯୁବକ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । ବୀରମହାରାଜପୁର ଅଂଚଳର ଘିଚାପାଲି ଗାଁରେ ଏଭଳି ଅଘଟଣ ଘଟିଛି । ଯୁବକଜଣକ ଗତ ରାତିରେ ଶୋଇଥିବାବେଳେ କୋ÷ଣସି କାରଣରୁ ଘରେ ନିଆଁ...