ଭୁବନେଶ୍ୱର ୨୨/୧ : ଓଏସଆରଟିସିର ଏକ ବସରୁ ସୋମବାର ବିଳମ୍ବିତ ରାତ୍ରିରେ ୩୬ ବସ୍ତା ଗୁଟଖା ଜବତ କରାଯାଇଛି । ଏହି ପାନମସଲା ବ୍ରହ୍ମପୁରରୁ କଟକ ଯାଉଥିବାବେଳେ ଭୁବନେଶ୍ୱଠାରେ ବିକ୍ରି କର ବିଭାଗ ଅଧିକାରୀମାନେ ବସଟିକୁ...
ପାରାଦ୍ୱୀପ ୨୨/୧ : ପାରାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀ ପକ୍ଷରୁ ସି ଭିଜିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମୁଦ୍ର ଭିତରେ ନିରାପତ୍ତା ସଚେତନତାକୁ ପ୍ରଭାବଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ...
ଚାନ୍ଦବାଲି ୨୨/୧ : ଚାନ୍ଦବାଲି ବ୍ଲକ୍ ସାନଇଟାମାଟି ଅଂଚଳରେ ବୋମା ମାଡ଼ ଘଟିଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଠାକୁର ସମ୍ପତ୍ତି ଦଖଲକୁ ନେଇ ବହୁଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ...
ବାରିପଦା ୨୨/୧ : ବାଙ୍ଗିରିପୋଷି ଅଂଚଳର ନିଶ୍ଚିନ୍ତାସିରାସାହିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରା ମାଡ଼ କରିଛନ୍ତି । ଘରୋଇ କଳିକୁ କେନ୍ଦ୍ର କରି ଏଭଳି ଘଟିଛି । ଛୁରାମାଡ଼ କରିବା ପରେ ସମ୍ପୃକ୍ତ ବ୍ୟକ୍ତି...
ଭୁବନେଶ୍ୱର ୨୨/୧ : ଇଣ୍ଡିଆନ ଅଏଲ ପକ୍ଷରୁ ଓଡ଼ିଶାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇ ଦେବାଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି...