ଖଜୁରୀପଡ଼ା ୧୮/୧ : ଶୁକ୍ରବାର କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପିରିକୁଡ଼ି ନିକଟରେ ଏକ ମର୍ମତୁଦ ଦୁର୍ଘଟଣାରେ ଦୁଇଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଛାତ୍ର ଦ୍ୱୟ ଖଜୁରୀପଡ଼ା ହାଇସ୍କୁଲରୁ ଘରକୁ ଫେରୁଥିବାବେଳେ ସେମାନଙ୍କ୍ୁ...
କଟକ ୧୮/୧ : ଏଏସଓ ପରୀକ୍ଷା ଉପରେ ସ୍ଥଗିତାଦେଶ ଜାରି ପାଇଁ ହୋଇଥିବା ଏକ ଆବେଦନକୁ ଓଡ଼ିଶା ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ପରୀକ୍ଷା ଶେଷ ହୋଇଆସିଥିବା ଏବଂ ମଝିରେ ଗୋଟିଏ ଦିନ ବାକି ରହିଥିବାରୁ...
ନିମାପଡ଼ା ୧୮/୧ : ବହୁ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ନିମାପଡ଼ା ପୋଲିସ ଜଣେ ସମିତିସଭ୍ୟଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣକ ହେଲେ ରାହୁଳ ନାୟକ । ସେ ବର୍ତ୍ତମାନ ଅରିଷଣ୍ଢ...
ଭୁବନେଶ୍ୱର ୧୮/୧ : ଓଡ଼ିଶାର ୪ ଜଣ ବାଳକ/ବାଳିକା ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ସିତୁ ମଲ୍ଲିକ, ଝିଲ୍ଲି ବାଗ, ରଞ୍ଜିତା ମାଝି ଓ ବିଶ୍ୱଜିତ ପୁହାଣ ।...
ଭୁବନେଶ୍ୱର ୧୮/୧ : ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଲାଗି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ସୁପାରିଶ କରିବ । କ୍ରାଇମବ୍ରାଂଚ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ବୋଲି ପରିସଦ...