ଭୁବନେଶ୍ୱର ୧୭/୧ : ବିଜେପି ସଭାପତି ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ବାତିଲ କରାଯାଇଛି । ସେ ଆସନ୍ତା କାଲି ରାଜ୍ୟ ଗସ୍ତରେ ଆସି ସାଲେପୁରର କୁଳିଆ ଠାରେ ଏକ ସଭା କରିବାର ଥିଲା ।...
ବଲାଙ୍ଗିର ୧୭/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ଶାଶୁ ଘରେ ଲଟକା ଜାରି କରିଛି । ଶାଶୁ, ଶ୍ୱଶୁରଙ୍କୁ ଥାନାରେ ହାଜର ହେବାପାଇଁ ପୂର୍ବରୁ ଡକା ଯାଇଥିଲେ...
ଦାରିଙ୍ଗବାଡ଼ି ୧୭/୧ : ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ଅବିବାହିତ ମାତୃତ୍ୱକୁ ନେଇ ଦେଖାଦେଇଥିବା ଅସନ୍ତୋଷ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ଘଟଣାର ପ୍ରତିବାଦରେ...
ଢ଼େଙ୍କାନାଳ ୧୭/୧ : ଢ଼େଙ୍କାନାଳ ସଦର ପଦ୍ମନାଭପୁର ନିକଟ ରେଙ୍ଗାଲି କେନାଲରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । କେନାଲ ଭିତରେ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଏକ...
ଭୁବନେଶ୍ୱର ୧୬/୧ : କାଳିଆ ଯୋଜନାରେ ସରକାରଙ୍କ ନିକଟରେ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ଆବେଦନ ପହଂଚିଛି । ସେଗୁଡ଼ିକୁ ବ୍ଲକ୍ ସ୍ତରରେ ଯାଂଚ କରାଯାଉଛି ବୋଲି ସମବାୟ ସଚିବ କ୍ରିଷନ କୁମାର ସୂଚନା ଦେଇଛନ୍ତି...