ଭୁବନେଶ୍ୱର ୬/୧ : ଆସନ୍ତା ୧୬ ତାରିଖ ପରିବର୍ତ୍ତେ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶାଗସ୍ତରେ ଆସିବେ । ସେଦିନ ସେ ବଲାଙ୍ଗିରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ ଦଳୀୟ ସମାବେଶରେ ମଧ୍ୟ ଉଦବୋଧନ ଦେବେ ।...
ନୂଆଦିଲ୍ଲୀ ୬/୧ : ବିମାନବନ୍ଦର ଭଳି ଏଣିକି ଟ୍ରେନ ପ୍ଲାଟଫର୍ମରେ ମଧ୍ୟ ପ୍ରବେଶ କଟକଣା ଲାଗୁ ହେବ । ବିମାନବନ୍ଦରଗୁଡ଼ିକରେ ଯେଭଳି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ହିଁ ଯାତ୍ରୀମାନଙ୍କୁ ଭିତରକୁ ଛଡ଼ା ଯାଇଥାଏ, ସେହିଭଳି ପ୍ଲାଟଫର୍ମରେ...
ଭୁବନେଶ୍ୱର ୬/୧ : ଆଜିଠାରୁ ହୀରାକୁଦ ଓ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦ ପକ୍ଷୀ ଗଣନାରେ ବନ ବିଭାଗର ୨୧ଟି ଟିମ୍ ଭାଗ ନେଇଛନ୍ତି । ପ୍ରତି ଟିମରେ ୫୦ ଜଣ...
ଭୁବନେଶ୍ୱର ୬/୧ : ଭୁବନେଶ୍ୱର ସ୍ପେଶାଲସ୍କ୍ୱାଡ ଏସିପି ସଞ୍ଜୀବ ଶତପଥୀଙ୍କ ପୁତ୍ର ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଆୟୁଷ୍ମାନ ଓ ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ । ଫ୍ୟାନରେ ଝୁଲନ୍ତା...
ମହାକାଳପଡ଼ା ୬/୧ : ପୋଲିସ ମହାକାଳପଡ଼ା ଥାନା ରାଜଗଡ଼ ଗାଁରୁ ଏକ ନକଲି ଜର୍ଦ୍ଦା କାରଖାନା ସିଲ କରିଛି । ଏହି କାରଖାନାରେ କିଛିଦିନ ହେବ ନକଲି ଗୋପାଳ ଜର୍ଦ୍ଦା ତିଆରି କରାଯାଉଥିଲା । ରବିବାର...