ଦାରିଙ୍ଗବାଡ଼ି ୧୩/୧ : ଦାରିଙ୍ଗବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ସନ୍ତାନ ଜନ୍ମ ଦେଲା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଦାରିଙ୍ଗବାଡ଼ି-ବ୍ରହ୍ମପୁର-ବାଲିଗୁଡ଼ା ରାସ୍ତାକୁ...
ପୁରୀ/୧୩ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସରକାର ଉଚିତ ପଦକ୍ଷେପ ନେବା ଲାଗି ପୁରୀ ଗୋବର୍ନ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗ ଗଙ୍ଗାସାଗର ମେଳାରେ ଯୋଗ...
ବଲାଙ୍ଗିର ୧୩/୧ : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଆସୁଛନ୍ତି । ସେ ବଲାଙ୍ଗିର ଷ୍ଟେସନ ନିକଟ ରେଳବାଇ ପଡ଼ିଆରେ ସଭା କରିବେ । ତାଙ୍କ ହେଲିକପ୍ଟର କିଭଳି ତାହା ନିକଟରେ...
ଭୁବନେଶ୍ୱର ୧୩/୧ : ପିପିଲି ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସୋମବାରଠାରୁ ପୁଣି ରାସ୍ତାକୁ ଓହ୍ଲାଇବ ବିଜେପି । ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଆସନ୍ତା କାଲିଠାରୁ ଲାଲ ଚୁଡ଼ି ସଂଗ୍ରହ କରାଯାଇ ନାରୀଙ୍କୁ...
କଟକ ୧୩/୧ : ଅଭିନେତ୍ରୀ ନିକିତା ଛାତରୁ ପଡ଼ିଯିବାବେଳେ ତାଙ୍କ ବାପା, ଭାଇ ଓ ସ୍ୱାମୀ (ଲିପନ) ତାଙ୍କୁ କିଛିସମୟ ଧରି ରଖିଥିଲେ ମଧ୍ୟ ଶେଷରେ ସେ ତଳକୁ ଖସି ପଡ଼ିଥିଲେ । ଏଭଳି ଚାଂଚଲ୍ୟକର...