ଭୁବନେଶ୍ୱର ୧୪/୧ : ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଭଳି ଅଭାବନୀୟ ଘଟଣା ଘଟିବା ପରେ ସରକାରଙ୍କ ଚେତା ପଶିଛି । ଛାତ୍ର/ଛାତ୍ରୀଙ୍କ ସୁରକ୍ଷା ପାଇଁ ଏଣିକି ସ୍କୁଲରେ ସିସିଟିଭି କ୍ୟାମେରା...
ପୁରୀ ୧୪/୧ : ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୯ଜଣ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ଗତ ବର୍ଷ ନଭେମ୍ବର ୧୪ ତାରିଖରେ ଏହି ଦଇତାପତିମାନଙ୍କୁ କୈଫିୟତ ତଲବ କରାଯାଇଥିଲେ ହେଁ,...
ମୟୁରଭଞ୍ଜ ୧୪/୧ : ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଓ ଝାରପୋଖରିଆ ଅଂଚଳରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ହାତରେ ପ୍ରାଣ ହରାଇଛନ୍ତି । ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ...
ନୂଆଦିଲ୍ଲୀ ୧୪/୧ : ସିବିଆଇ ନିର୍ଦ୍ଦେଶକ ପଦକୁ ନେଇ ବିବାଦ ପିଛା ଛାଡ଼ୁନି । ପୂର୍ବରୁ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ଇସ୍ତଫା ଦେଇଥିବାବେଳେ ତାଙ୍କ ସ୍ଥାନରେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ରୂପେ ନିଯୁକ୍ତି...
ତେହେରାନ ୧୪/୧ : ଇରାନରେ ଏକ ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଜଣକ ହେଲେ ଫ୍ଲାଇଟ ଇଂଜିନିୟର । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି...