ନୂଆଦିଲ୍ଲୀ ୨/୧ : ହଟ୍ଟଗୋଳ ରାଜ୍ୟସଭାରେ ବୁଧବାର ବି ୩ ତଲାକ ବିଲ୍ ଆଗତ ହୋଇପାରିଲା ନାହିଁ । ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିଲ୍ରେ ସଂଶୋଧନ ଦାବି କରି କଂଗ୍ରେସ ଓ ଅନ୍ୟକେତେକ ଦଳ...
ଅନୁଗୁଳ ୨/୧ : ଅନୁଗୁଳ-ଛେଣ୍ଡିପଦା ୬୩ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ...
ରାଇରଙ୍ଗପୁର ୨/୧ : ସ୍ଥାନୀୟ ଲୋମାନେ ବୁଧବାର ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାଇରଙ୍ଗପୁର ଓ ଟାଟା ମଧ୍ୟରେ ସଡ଼କ ଯୋଗାଯୋଗ ଏକପ୍ରକାର...
ସୋରଡ଼ା ୨/୧ : ସୋରଡା ଅନ୍ତର୍ଗତ ଗୋଛାମିଲ ଗ୍ରାମ ନକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ବୁଧବାର ସକାଳୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ବେଣୁଧର ମଲ୍ଲିକ ନାମକ ଏହି ବ୍ୟକ୍ତିଙ୍କୁ କେହି ହତ୍ୟାକରି...
କଟକ ୨/୧ : ଜଗତସିଂହପୁର ଜିଲ୍ଲା ଜଙ୍କୋଟିପାଟଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଗତ ମଙ୍ଗଳବାର ଦିନ କିଛି ଲୋକ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । କଟକ ବଡମେଡିକାଲରେ ଚିକିତ୍ସିତ...