ଭୁବନେଶ୍ୱର ୯/୧୨ : ରାଞ୍ôଚରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା ଦୁର୍ଭାଗ୍ୟବଶତଃ ମାତ୍ର ୩ ରନ୍ ପାଇଁ ବିଜୟରୁ ବଞ୍ôଚତ ହୋଇଛି । ଦ୍ୱିତୀୟ ଇନିଂସରେ ୨୬୦ ରନ୍ର ବିଜୟ ଲକ୍ଷ୍ୟ ଥିବାବେଳେ ଓଡ଼ିଶା...
ନୂଆଦିଲ୍ଲୀ ୯/୧୨ : କୋଟି କୋଟି ଟଙ୍କାର ଋଣ ନ ଶୁଝି ଲଣ୍ଡନ ପଳାଇଯାଇଥିବା ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର...
ନୂଆଦିଲ୍ଲୀ ୯/୧୨ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କର । ଏହା ଯଦି ହଠାତ୍ ସମ୍ଭବ ନ ହେଉଛି ତେବେ ଏଥିନେଇଏକ ଧ୍ୟାଦେଶ ଆଣ । କେନ୍ଦ୍ର ସରକାରଙ୍କ...
ଅନୁଗୁଳ ୯/୧୨ : ଅନୁଗୁଳୁ ଜିଲ୍ଲା ଜରପଡ଼ା ଛକ ନିକଟରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଅନୁଗୁଳୁ ଅଞ୍ଚଳର କିଛି ଲୋକ ଏକ ମିନିବସ୍ରେ ହରିଶଙ୍କରରୁ ଫେରୁଥିବାବେଳେ...
ରାଉରକେଲା ୯/୧୨ : ବଣେଇର ତାମଡ଼ା ନିକଟରେ ଏକ ବଡ଼ଧରଣର ଡକାୟତି ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତମାନେ ରାସ୍ତାରେ ଗଛ ପକାଇ ଏକ ବୋଲେରୋ ଗାଡ଼ିକୁ ଅଟକାଇଥିଲେ । ସେଥିରେ ଥିବା ଡିପିସି...