ପୁଲୱାମା ୧୫/୧୨ : ଜାମ୍ମୁକାଶ୍ମୀରର ପୁଲୱାମା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଘଟିଛି । ଏଥିରେ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି...
ନୂଆଦିଲ୍ଲୀ ୧୪/୧୨ : ପ୍ରଖ୍ୟାତ ଔପନ୍ୟାସିକ ଅମିତାଭ ଘୋଷ ଚଳିତ ବର୍ଷର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହା ହେଉଛି ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଆଜି ଦିଲ୍ଲୀରେ ଅନୁଷ୍ଠିତ...
ଭୁବନେଶ୍ୱର ୧୪/୧୨ : ଭୁବନେଶ୍ୱରରେ ଆନ୍ତର୍ଜାତିକମାନର ଏକ ପୁସ୍ତକ ମେଳା କରିବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ବିବାଦ ଯୋଗୁ ଏ କ୍ଷେତ୍ରରେ ଅନିଶ୍ଚିତତା ଲାଗି...
ଭୁବନେଶ୍ୱର ୧୪/୧୨ : ଆସନ୍ତା ଫେବୃୟାରୀ ୨୨ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏହା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବହ୍ନ...
ନୂଆଦିଲ୍ଲୀ ୧୪/୧୨ : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସରେ ୩ ଦିନ ଲାଗିରହିଥିବା ଅଚଳାବସ୍ଥା ଆଜି ଦୂର ହୋଇଛି । ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହେଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାଲାଗି ଦଳର ହାଇକମାଣ୍ଡ...