ରାଜନୀତି

ମହାନଦୀ ଜଳବିବାଦ ଟ୍ରିବୁନାଲ ଶୁଣାଣୀ ଅକ୍ଟୋବର ୧୩କୁ ଘୁଞ୍ଚିଲା

Temporibus autem quibusdam et aut officiis debitis aut rerum necessitatibus saepe eveniet ut et voluptates repudiandae.

Published

on

ମହାନଦୀ ଜଳବିବାଦ ଟ୍ରିବୁନାଲ ରେ ମାମଲାର ପ୍ରଥମ ଶୁଣାଣି ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଦିଆ ଯାଇଛି । ପରବର୍ତ୍ତି ଶୁଣାଣୀ ଆସନ୍ତା ଅକ୍ଟୋବର ୧୩ ତାରିଖ ପର‌୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରତିଷ୍ଠା ହୋଇ ପାରିନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡିଛି ଟ୍ରିବ୍ୟୁନାଲ୍ ପକ୍ଷରୁ ମଧ୍ୟ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାରଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। କିନ୍ତୁ ଟ୍ରିବ୍ୟୁନାଲ୍ର ଭିତ୍ତିଭୂମି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇ ନାହିଁ । ମହାନଦୀ ଜଳବିବାଦ ମାମଲାରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍ରେ ନିଜର ପକ୍ଷ ରଖିବାପାଇଁ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ଶୁଣାଣିରେ ବିଳମ୍ବ କିଛି ମାତ୍ରାରେ ସରକାରଙ୍କୁ ନିରାଶ କରିଛି

Leave a Reply

Your email address will not be published. Required fields are marked *

Trending

Exit mobile version