ମନୋରଂଜନ

ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ୍‌ ମାରିଲେ ଅଭିନେତ୍ରୀ

At vero eos et accusamus et iusto odio dignissimos ducimus qui blanditiis praesentium voluptatum deleniti atque corrupti.

Published

on

ଭୁବନେଶ୍ୱର: ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ ମାରିଲେ ଅଭିନେତ୍ରୀ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଥିବା ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ ନିଜ ସ୍ୱର ବଦଳାଇଛନ୍ତି।

ଏକ ଭୁଲ୍‌ ବୁଝାମଣାରୁ ଦିଲ୍ଲୀପ ପଣ୍ଡା ଏବଂ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା ବୋଲି ଅଭିନେତ୍ରୀ ଏଲ୍‌ସା କହିଛନ୍ତି । ଫିଲ୍ମ ଅଡିଓ ରିଲିଜ୍ ଦିନ ଅଭିନେତ୍ରୀ ଏଲ୍‌ସା ଉତ୍‌କ୍ଷିପ୍ତ ହୋଇ ଦିଲ୍ଲୀପଙ୍କ ଉପରେ ପାଟି ତୁଣ୍ଡ କରିଥିଲେ। ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ ଏଲ୍‌ସା ପ୍ରତିକ୍ରିୟା ରଖିଛନ୍ତି। ତେବେ #MeToo କିମ୍ବା କାଷ୍ଟିଂ କାଉଚ୍‌ ଭଳି ହେଉଥିବା ଅଭିଯୋଗକୁ ଏଲ୍‌ସା ଖଣ୍ଡନ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version