ମନୋରଂଜନ

ନବଦମ୍ପତ୍ତି ଦୀପିକା-ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ

Neque porro quisquam est, qui dolorem ipsum quia dolor sit amet, consectetur, adipisci velit, sed quia non numquam.

Published

on

ମୁମ୍ବାଇ  : ନବଦମ୍ପତ୍ତି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ବନ୍ଧୁ ବାନ୍ଧବ ଏବଂ ଫ୍ୟାନ୍ । ବଲିଉଡ୍ ହାର୍ଟ ଥ୍ରୋବ୍‌ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ । ଗତକାଲି ଇଟାଲୀର ଲେକ୍ କୋମୋ ଦ୍ୱିପରେ ଉଭୟଙ୍କ ବାହାଘର ସରିଛି । ଏପଟେ ଦୀପିକା ଏବଂ ରଣବୀରଙ୍କ ମୁମ୍ବାଇ ବାସଭବନକୁ ସମ୍ପୂର୍ଣ୍ଣ ଅାଲୋକ ମାଳାରେ ସଜେଇ ଦିଅାଯାଇଛି। ଏବେ କେବଳ ଏହି ନବ ଦମ୍ପତ୍ତିଙ୍କୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version