Nation

ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଶ୍ଚିତ

Published

on

ଭୁବନେଶ୍ୱର: ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଛଅ ମାସ ବୃଦ୍ଧି ହେବା ନିଶ୍ଚିତ ହେଲା। ସୁରେଶ ମହାପାତ୍ର ଆସନ୍ତା ମାସ ୨୮ ତାରିଖରେ ସରକାରୀ।କାର୍ଯ୍ୟରୁ ଅବସର ଗ୍ରହଣ କରିଥାନ୍ତେ।

ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପରସେନାଲ ବିଭାଗ ତାଙ୍କର ଚିଠି ସଂଖ୍ୟା ୨୬୦୧୪/୧/ ୨୦୨୨ ତା ୧୩.୦୧.୨୦୨୨ରେ ରାଜ୍ୟ ସରକାର ଦେଇଥିବା କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ସମ୍ମତି ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version