Nation

ଓଡିଶା ସରକାର ବଢାଇଲେ ୪% ମାହାଙ୍ଗା ଭତ୍ତା

Published

on

ଭୁବନେଶ୍ୱର: ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି .

ଏହି ବର୍ଦ୍ଧିତ ମାହାଙ୍ଗା ଭତ୍ତା ଜୁଲାଇ ପହିଲା ୨୦୨୨ ରୁ ପିଛିଲା ଭାବେ ଲାଗୁ ହେବ।

Leave a Reply

Your email address will not be published. Required fields are marked *

Trending

Exit mobile version