Nation

କେନ୍ଦ୍ର ପରେ ରାଜ୍ୟ ସରକାର କମାଇଲେ ପେଟ୍ରୋଲ-ଡିଜେଲ ଉପରୁ କର

Published

on

ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଡିଉଟି କମାଇବା ପରେ ରାଜ୍ୟ ସରକାର ଭାଟ ୩ ଟଙ୍କା କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ମଧ୍ୟରାତ୍ରିରୁ କମିବ।

ଏହି ଭାଟ ହ୍ରାସ ଫଳରେ ରାଜ୍ୟ ସରକାର ୧୪୦୦ କୋଟି ଟଙ୍କା ରାଜସ୍ୱ ହରାଇବେ।

Leave a Reply

Your email address will not be published. Required fields are marked *

Trending

Exit mobile version