Nation

ଓଡିଶା ବରିଷ୍ଠ ପୁଲିସ ଅଫିସରଙ୍କ ଅଚାନକ ବଦଳି

Published

on

ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ବରିଷ୍ଠ ପୁଲିସ ଅଫିସର ଦୟାଲ ଗଙ୍ଗଞ୍ୱାରଙ୍କୁ ଗୃହ ବିଭାଗର ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଭାବେ ବଦଳି କରିଛନ୍ତି l ଓଡିଶା କ୍ୟାଡରର 1998 ବ୍ୟାଚର ଆଇପିଏସ ଅଫିସର ଗଙ୍ଗୱାର ଆଡିସିନାଲ ଡାଇରେକ୍ଟର ଜେନେରାଲ ଅଫ ପୁଲିସ (କମ୍ୟୁନିକେସନ) ଥିଲେ l

Leave a Reply

Your email address will not be published. Required fields are marked *

Trending

Exit mobile version