ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆସନ୍ତାକାଲି ଠାରୁ କମିବ। କେନ୍ଦ୍ର ସରକାର ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଟଙ୍କା ୧୦ ଟଙ୍କା ସେଣ୍ଟ୍ରାଲ ଏକ୍ସସାଇଜ ଡିଉଟି ହ୍ରାସ କରିଛନ୍ତି।
ଏହି ନିଷ୍ପତ୍ତି ଫଳରେ ପେଟ୍ରୋଲ ଦର ୮ଟଙ୍କା ଏବଂ ଡିଜେଲ ଦର ୧୪