ଭୁବନେଶ୍ୱର : ଟ୍ରେନରେ ଦୁଷ୍କର୍ମ, ଚୋରି ଘଟଣାରେ ଅଧିକରୁ ଅଧିକ ଚୁକ୍ତି ଭିତ୍ତିକ ନିଯୁକ୍ତ କର୍ମଚାରୀ ସମ୍ପୃକ୍ତ ଥିବା ଅପରାଧ ପରିସଂଖ୍ୟାନରୁ ଜଣା ପଡିଛି l ଅନେକ ଚୁକ୍ତି ଭିତ୍ତିକ ନିଯୁକ୍ତ କର୍ମଚାରୀ ମାନଙ୍କର ପୋଲିସ ଯାଞ୍ଚ ରିପୋର୍ଟ ନଥିବାର ଜଣାପଡିଛି l ବର୍ତମାନ ରେଳ ବିଭାଗ ସତର୍କ ହୋଇ ଉଠିଛି l ବିଭାଗ ବର୍ତମାନ ନିଯୁକ୍ତି ପୂର୍ବରୁ ପୁଲିସ ଯାଞ୍ଚ ଉପରେ ଜୋର ଦେବା ଆରମ୍ଭ କରିଛି l