ନୂଆଦିଲ୍ଲୀ : ଭାରତୀୟ ଭାଗୋଡାଙ୍କ ସଂଖ୍ୟା 2023ରେ ରେକର୍ଡ ସ୍ତରରେ ପହଞ୍ଚିଛି l ଏହି ବର୍ଷ 100 ଭାରତୀୟ ଅପରାଧୀ ଦେଶ ଛାଡି ଚାଲିଯିବାରେ ସଫଳ ହୋଇଛନ୍ତି l ଭାରତରେ ଅନୁରୋଧ କ୍ରମେ ଇଣ୍ଟରପୋଲ ଏହି 100 ଅପରାଧୀଙ୍କୁ ବାନ୍ଧିବା ପାଇଁ ରେଡ notice ଜାରି କରି ବିଶ୍ୱର ବିଭିନ୍ନ ଦେଶର ପୁଲିସଙ୍କୁ କହିଛନ୍ତି l