Nation

ଅଭିନେତା ସୋନି ସୁଦ ହୋଇପାରନ୍ତି ଓଡିଶାରୁ ରାଜ୍ୟସଭା ପାର୍ଥି

Published

on

ଭୁବନେଶ୍ୱର: ହିନ୍ଦୀ ସିନେମା ଅଭିନେତା ସୋନି ସୁଦ ହୋଇପାରନ୍ତି ଓଡ଼ିଶାରୁ ରାଜ୍ୟସଭା ପାର୍ଥି।

ସୋନି ସୁଦ ଆଜି ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି ।

କୋଭିଡ ମହାମାରୀ ବେଳେ ଦୁସ୍ଥ ଦାଦନ ଶ୍ରମିକମାନଙ୍କୁ ସହାୟତା ଦେଇ ସମଗ୍ର ଦେଶ ବାସୀଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ।

ସୋନି ସୁଦଙ୍କୁ ପ୍ରାର୍ଥୀକରି ଆଞ୍ଚଳିକ ଦଳ ସମଗ୍ର ଦେଶକୁ ଏକ ସନ୍ଦେଶ ଦେବାକୁ ଚାହୁଁଥାଇପାରେ।

Leave a Reply

Your email address will not be published. Required fields are marked *

Trending

Exit mobile version