Nation

ଭିଏଚପିର ନୂଆ ଅଲଫାବେଟ ଚାଟ: ଡବ୍ଲ୍ୟୁ ଫର ବାଲ୍ମୀକି ଆଉ ଏକ୍ସ ଫର ଲକ୍ଷ୍ମଣ

Published

on

ନୂଆଦିଲ୍ଲୀ: ଏ ଫର ଆପଲ, ବି ଫର ବେବି, ସି ଫର କ୍ୟାଟ….। ଏହି ଅଲଫାବେଟ ଚାଟ ପଢ଼ି ଦେଶର କୋଟି କୋଟି ମଣିଷ ଇଂରାଜୀ ଶିଖିଛନ୍ତ। ହେଲେ ଏବେ ବିଶ୍ବ ହିନ୍ଦୁ ପରିଷଦ ଏକ ନୂଆ ଅଲଫାବେଟ ଚାଟ ବାହାର କରିଛନ୍ତି।

ଏହି ଅଲଫାବେଟ ଚାଟରେ  ଏ ଫର ଆମ୍ବେଦକର, ବି ଫରଭାଗତସିଂ, ସି ଫର ଚାଣକ୍ୟ ରହିଛି। ସବୁଠାରୁ କୌତୁହଳର ବିଷୟ ଯେ ଏହି ଚାଟରେ ଏଲ ଫର ଲକ୍ଷ୍ମଣ ନୁହେଁ ବରଂ ଏକ୍ସ ଫର ଲକ୍ଷ୍ମଣ କାରଣ LaXman । ସେହିଭଳି ଭି ଫର ବାଲ୍ମୀକି ନୁହେଁ ବରଂ ଡବ୍ଲୁ ଫର ବାଲ୍ମୀକି କାରଣ Walmiki. ଅବଶ୍ୟ ଓ।ୟୀ ଫର ଯୋଗ ବୋଲି ଏହି ଚାଟରେ ଦର୍ଶା ଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version