ଭୁବନେଶ୍ୱର ୧୪/୫ : ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯାଉଛି । ଆଜି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର...
ମଧ୍ୟପ୍ରଦେଶ ୧୪/୫ : ପ୍ରିୟଙ୍କା ଗାନ୍ଧୀ ଇନ୍ଦୋର ଯାଇଥିବା ବେଳେ ମୋଦି ନାରାବାଜି କରୁଥିବା ବିଜେପି ସମର୍ଥକଙ୍କୁ ଭେଟିଛନ୍ତି ପ୍ରିୟଙ୍କା । ମୋଦି ସମର୍ଥକଙ୍କୁ ପ୍ରିୟଙ୍କା ଭେଟିବା ସହ ସେମାନଙ୍କୁ ଆଗୁଆ ଶୁଭକାମନା ଜଣାଇବା ରାଜନୀତିରେ...
ନୂଆଦିଲ୍ଲୀ ୧୪/୫ : ନିମ୍ନମାନର ଯୁଦ୍ଧାସ୍ତ୍ର ବ୍ୟବହାର କାରଣରୁ ଅନେକ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଛି । ବଡ କଥା ହେଉଛି ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଅର୍ଡିନାନ୍ସ ଫ୍ୟାକ୍ଟ୍ରି...
କଟକ ୧୪/୫ : ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଗତକାଲି ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବାବେଳେ ଆଜି କଟକ ଜିଲ୍ଳାର ବିଭିନ୍ନ ଅଂଚଳରେ ଅନୁଧ୍ୟାନ କରିଛନ୍ତି...
ବିରିଡି ୧୪/୫ : ରିଲିଫ୍ ବଂଟନ ବେଳେ ଉତ୍ତେଜନା । ସୂଚନା ଅନୁଯାୟୀ ବିରିଡି ବ୍ଲକ କୁଳ-କଇଜଙ୍ଗା ପଂଚାୟତରେ ଫୋନି ପ୍ରଭାବିତ ଲୋକଙ୍କୁ ପଲିଥିନ୍ ବଂଟା ଯାଉଥିଲା । ସେହି ସମୟରେ ବିରିଡି ଗାଁର ପ୍ରମୋଦ...
ଯାଜପୁର ୧୪/୫ : ଡାକ୍ତରଙ୍କଭୁଲ ଅପରେସନ ପାଇଁ ମହିଳାଙ୍କ ଜୀବନ ଗଲା । ଏହାକୁ ନେଇ ଗାଁ ଲୋକେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି...
ଭୁବନେଶ୍ଵର ୧୩/୫ : ଫୋନିରେ ଉଜୁଡ଼ିଯାଇଛି ଘର । ବାତ୍ୟା ବିପନ୍ନଙ୍କୁ ପକ୍କାଘର ଯୋଗଇ ଦେବାପାଇଁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ । ପିଏମଏୱାଇ ଯୋଜନାରେ ୫ ଲକ୍ଷ ପକ୍କା ଘର ଯୋଗାଇଦେବାପାଇଁ ଅନୁରୋଧ...
ଭୁବନେଶ୍ଵର ୧୩/୫ : ଫୋନିରେ ରାଜ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ବ୍ୟାପକ ପରିମାଣରେ ଗଛ ନଷ୍ଟ ହୋଇଛି। ଟଳି ପଡ଼ିଛି ଲକ୍ଷ ଲକ୍ଷ ଗଛ। ଜଙ୍ଗଲ ଓ ପରିବେଶ ବିଭାଗର ଆକଳନ ଅନୁଯାୟୀ ପାଖାପାଖି ୨୦...
ବାଲେଶ୍ୱର ୧୩/୫ : ରସାଳପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଦୁଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଉର୍ମିଳା ଦାସ (୧୪) ଓ...
ଭୁବନେଶ୍ୱର ୧୩/୫ : ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବିପନ୍ନଙ୍କୁ ୧ ହଜାର କିଲୋ ଲିଟର ତେଲ ଯୋଗାଇଦିଆଯାଇଛି । ୩ କୋଟି ୨୦ ଲକ୍ଷ ଟଙ୍କାର...