ଭୁବନେଶ୍ୱର ୧୨/୫ : ବାତ୍ୟାରେ ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ବିଦ୍ୟୁତ ବ୍ୟବସ୍ଥା ଭିତରେ ବିଦ୍ୟୁତ ଭିତିଭୂମିର ଦୁଇଟି ଚିତ୍ର । ଗୋଟିଏ ଚିତ୍ର ହେଉଛି, ଶକ୍ତି ବିଭାଗର ବିଦ୍ୟୁତ ଖୁଂଟ । ହଜାର ହଜାର ସଂଖ୍ୟାରେ...
ଭଦ୍ରକ ୧୨/୫ : ଧାନଖଣିଆ ଗ୍ରାମରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଭୂଇଁବୃତ୍ତି ପଞ୍ଚାୟତର ଧାନଖଣିଆ ଗ୍ରାମରେ ଆଜି ଦିନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିବା ଫଳରେ ୧୦ଟି ପରିବାର...
ତେଲେଙ୍ଗାପେଂଠ ୧୨/୫ : ତେଲେଙ୍ଗାଫେଣ୍ଠରେ ବିଦ୍ୟୁତ୍ ଖୁଂଟ ପୋତିବାବେଳେ ନାବାଳକ ଉପରେ ପଡି ଚାଲିଗଲା ଜୀବନ । ସୂଚନା ଅନୁଯାୟୀ ବାତ୍ୟା ଯୋଗୁଁ ତେଲେଙ୍ଗାପେଂଠରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଂଟ ଭାଙ୍ଗିବା ସହ ତାର ଛିଡିଯାଇଥିଲା...
ଭୁବନେଶ୍ୱର ୧୨/୫ : ୩୦ ସୁଦ୍ଧା ଖୋଲିବନି ନନ୍ଦନକାନନ ଚିଡିଆଖାନା । ପୁନରୁଦ୍ଧାର କାମ ଶେଷ ହୋଇନଥିବାରୁ , ପର୍ୟ୍ୟଟକଙ୍କ ପାଇଁ ଚିଡିଆଖାନା ଖୋଲିବାକୁ ଆହୁରି କିଛି ଦିନ ଲାଗି ଯିବ । ବାତ୍ୟା ଫୋନୀରେ...
ଭୁବନେଶ୍ୱର ୧୨/୫ : ବାତ୍ୟାରେ କ୍ଷତିଗ୍ରସ୍ତ କ୍ୟାପିଟାଲ ହସ୍ପିଟାଲ ସ୍ଥିତି ପୂର୍ଣ୍ଣ କାର୍ୟ୍ୟକ୍ଷମ । ନବଜାତ ଶିଶୁଙ୍କ ଚିକିତ୍ସାପାଇଁ ଅତ୍ୟନ୍ତ ଜରୁରୀ ଥିବା କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁଟି ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ସପ୍ତାହକ ମଧ୍ୟରେ ଡାକକ୍ତରଖାନା...
କ।ଶୀନଗର ୧୨/୫ : କ।ଶୀନଗରରେ ଏକ ନିର୍ବାଚନ ସଭାରେ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ସଭାରେ ପୁଣିଥରେ ସେନାକୁ ସାମ୍ନାକୁ ଆଣିଛନ୍ତି ମୋଦି । ନିର୍ବାଚନ ସଭାରେ ମୋଦି...
ଭୁବନେଶ୍ୱର ୧୨/୫ : ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶାରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶାର ସୁନ୍ଦରଗଡ, ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,...
କୋରାପୁଟ ୧୧/୫ : ପାହାଡ ଧସି ୩ ଜଣ ମୃତ୍ୟୁବରଣ କରିଛନ୍ତି । ପଟାଙ୍ଗି ଥାନା ଦଳପତିଗୁଡା ନିକଟ କରଞ୍ଜିଗୁଡା ପାହାଡରେ ଏହି ଅଘଟଣ ଘଟିଛି । ସୂଚନାଯୋଗ୍ୟ, କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି...
ନୂଆଦିଲ୍ଲୀ ୧୧/୫ : ଓଡିଶା-ଛତିଶଗଡ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣୀ ହୋଇପାରି ନାହିଁ । ବାତ୍ୟା ‘ଫୋନି’ ପାଇଁ ଉଭୟ ରାଜ୍ୟର ବୈଠକ ହୋଇପାରି ନ ଥିବାରୁ ଆଜିର ଶୁଣାଣୀକୁ ସ୍ଥଗିତ ରଖାଯାଇଛି ।...
କେନ୍ଦୁଝର ୧୧/୫ : ଝୁମ୍ପୁରା ଥାନା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କ ହେବା ଦ୍ୱାରା ଝୁମ୍ପୁରା ଥାନା ଏଏସ୍ଆଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।...