ଯାଜପୁର,୨୫/୦୨:ଯାଜପୁର ଜିଲ୍ଲା ବନ୍ଧଜିନ୍ମ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମରେ ହତାଶ ହୋଇ ପ୍ରେମିକ ଘଟାଇଛି ଉତ୍ମତକାଣ୍ଡ । ପ୍ରେମରେ ବିଫଳ ହୋଇ ପ୍ରେମିକ ଜଣକ ଭୁଜାଲିରେ ହାଣିଛି ନିଜ ପ୍ରେମିକାକୁ ।...
ନୂଆପଡ଼ା ୨୫/୨ : ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତ କି, କାଳିଆ ଯୋଜନା...
ମାଲକାନଗିରି,୨୫/୦୨:ଦିନକୁ ଦିନ ମାଓ ସଙ୍କଟ ବଢିବାରେ ଲାଗିଛି । ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବ ପାଇଁ ରାଜ୍ୟ ସରକାର ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି । ଆଜି ଜଣେ ମାଓବାଦୀ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ...
ଭୁବନେଶ୍ୱର,୨୫/୦୨:ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ...
ବାଲେଶ୍ୱର ୨୫/୨ : ବସ୍ ଓଲଟି ପଡ଼ିବାରୁ ୧୦ଜଣ ଆହାତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାହାନଗା ବ୍ଲକ ଆଳଦା ଗାଁ ନିକଟରେ ଏକ ଯାତ୍ରୀବାହୀ...
ବଲାଙ୍ଗୀର,୨୫/୦୨:ଆଜି ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଆଜି ବଲାଙ୍ଗିରରେ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି ।ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ଏହି ଭାଇରାଲ ପରମ୍ପରା ଆରମ୍ଭ...
ଭୁବନେଶ୍ୱର ୨୪/୨ : ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନ୍ତର୍ଗତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଦୁଇଦିନିଆ ରାଜ୍ୟସ୍ତରୀୟ ‘ ପଲି...
ଢେଙ୍କାନାଳ ୨୪/୨ : ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ମହିଳା ଚାଷୀଙ୍କ ଅନୁରୋଧ କ୍ରମେ ଆସନ୍ତା ଏପ୍ରିଲ ୧ ତାରିଖରେ ‘କାଳିଆ’ ହିତାଧିକାରୀଙ୍କୁ ଦ୍ୱିତୀୟ...
ପ୍ରୟାଗରାଜ ୨୪/୨ : କୁମ୍ଭମେଳାରେ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମୋଦି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ସହ ଥିଲେ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇବା...
ସୁନ୍ଦରଗଡ଼ ୨୪/୨ : ସହରରେ ପଶିଲା ଦନ୍ତାହାତୀ । ଆତଙ୍କିତ ଅବସ୍ଥାରେ ଲୋକେ। ସହରରେ ପଶିଲା ଦନ୍ତାହାତୀ । ଆତଙ୍କିତ ଅବସ୍ଥାରେ ଲୋକେ । ସୁନ୍ଦରଗଡ଼ ସହରର ପେଣ୍ଠସ୍ଥଳୀ କୁହାଯାଉଥିବା ମିଶନ ରୋଡ କ୍ୟାଥଲିକ ଚର୍ଚ୍ଚ...