ଭୁବନେଶ୍ୱର ୨୨/୧ : କଂଗ୍ରେସ ନେତା ପ୍ରଣୟ ସାହୁ ମଙ୍ଗଳବାର ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଅନୁଷ୍ଠିତ ଏହି ମିଳନ ପର୍ବରେ ବିଜେପୁର ବିଧାୟିକା ରୀତା ସାହୁଙ୍କ ସହ ବହୁ କର୍ମୀ ଉପସ୍ଥିତ...
ଭୁବନେଶ୍ୱର ୨୨/୧ : ରାସ୍ତା ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣାଧୀନ କରିହେବ ସେଥିପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି । ଦୁର୍ଘଟଣା ରୋକିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି...
ଭୁବନେଶ୍ୱର ୨୨/୧ : ନିକଟରେ କଟକରୁ ୭ କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନଳିନୀ କୁମାରୀ ପୃଷ୍ଟି ଓ ବିଜୟ କେତନ ସାହୁଙ୍କ ବାସଭବନ...
ଭୁବନେଶ୍ୱର ୨୨/୧ : ଓଏସଆରଟିସିର ଏକ ବସରୁ ସୋମବାର ବିଳମ୍ବିତ ରାତ୍ରିରେ ୩୬ ବସ୍ତା ଗୁଟଖା ଜବତ କରାଯାଇଛି । ଏହି ପାନମସଲା ବ୍ରହ୍ମପୁରରୁ କଟକ ଯାଉଥିବାବେଳେ ଭୁବନେଶ୍ୱଠାରେ ବିକ୍ରି କର ବିଭାଗ ଅଧିକାରୀମାନେ ବସଟିକୁ...
ପାରାଦ୍ୱୀପ ୨୨/୧ : ପାରାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀ ପକ୍ଷରୁ ସି ଭିଜିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମୁଦ୍ର ଭିତରେ ନିରାପତ୍ତା ସଚେତନତାକୁ ପ୍ରଭାବଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ...