ଜମ୍ବୁ ୧୨/୧ : ଜମ୍ବୁ ଅଂଚଳର ଗଭୀର ସମୁଦ୍ରରେ କୋଷ୍ଟଗାର୍ଡଙ୍କ ଗୁଳିରେ ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ମାୟାଧର ମଲ୍ଲିକ । ୯ ଜଣ ମତ୍ସ୍ୟଜୀବୀ ଏକ ବୋଟରେ ଗତ ୧୦...
ଝାରସୁଗୁଡ଼ା ୧୨/୧ : ଝାରସୁଗୁଡ଼ାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି । ଜଣେ ଛାତ୍ରୀ ସ୍କୁଟି ଚଲାଇ ଯାଉଥିବାବେଳେ ଇକୋ ପାର୍କ ଛକ ନିକଟରେ ଏକ ଟ୍ରାକ୍ଟର ସହ ତାଙ୍କର ଧକ୍କା...
ସମ୍ବଲପୁର ୧୨/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସ ଶ୍ୱଶୁର ଘରର ଦୁଇଜଣଙ୍କ ନିକଟକୁ ନୋଟିସ ପଠାଇଛି । ସିମ୍ରନଙ୍କ ପିତା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା...
ସୋର ୧୨/୧ : ସୋର ଅଂଚଳର ଦହିସଡ଼ା ଗ୍ରାମରେ ଏକ ମାଙ୍କଡ଼ ଉତ୍ପାତରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ମାଙ୍କଡ଼ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲ ଯିବାକୁ...
ହରିଚନ୍ଦନପୁର ୧୨/୧ : ବିଦ୍ୟୁତ ସରବରାହରେ ବିଭ୍ରାଟ ଯୋଗୁ ପୁରୀ ବଡବିଲ ଏକ୍ସପ୍ରେସ ଏକାଧିକ ଘଣ୍ଟା ଧରି ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଟ୍ରେନଟି ବାଙ୍ଗିରିଆଳ ଓ ଶଗଡ଼ପଟା ଷ୍ଟେସନ...