ଭୁବନେଶ୍ୱର ୧୧/୧ : ମଣ୍ଡିରେ ଚାଷୀମାନେ କମ ଦାମରେ ଧାନ ବିକ୍ରି କରୁଥିବା ଅଭିଯୋଗକୁ ରାଜ୍ୟ ସମବାୟ ଯୋଗାଣ ମନ୍ତ୍ରୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସେ ବିରୋଧୀଙ୍କୁ ଚାଲେଞ୍ଜ କରି କହିଛନ୍ତି ଯେ,...
ଭୁବନେଶ୍ୱର ୧୧/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏନଏଫଏସଏ ଏବଂ ଏସଏଫଏସଏସ ହିତାଧିକାରୀ ପରିବାରଗୁଡ଼ିକୁ ୯ ୱାଟର ୪ଟି ଲେଖାଏଁ ବଲବ...
ନୂଆଦିଲ୍ଲୀ ୧୧/୧ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଶୁକ୍ରବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନେତୃତ୍ୱାଧୀନ ମନୋନୟନ କମିଟି ତାଙ୍କୁ ଗତକାଲି ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ରୂପେ...
ନୟାଗଡ଼ ୧୧/୧ : ନୟାଗଡ଼ ଜିଲ୍ଲା ନରସିଂହପୁର ଅଂଚଳରେ ଶୁକ୍ରବାର ଏକ କାର ଓ ଅଟୋ ମଧ୍ୟରେ ଧକ୍କା ଲାଗିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି ।...
ଭୁବନେଶ୍ୱର ୧୧/୧ : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବି...