ନୂଆଦିଲ୍ଲୀ ୧୦/୧୨ : ବିଭିନ୍ନ କାରଣରୁ ସରକାରଙ୍କ ସହ ବିବାଦ ଘନାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣର ପଦରୁ ଉର୍ଜିତ୍ ପଟେଲ ଆଜି ଇସ୍ତଫା ଦେଇଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏହି...
କଟକ ୧୦/୧୨ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳର ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋଲଣପୁର ଗାଁର ସୁମନ୍ତ ମଲ୍ଲିକ ନାମକ ଏହି ଚାଷୀ ଜଣକ ଗତକାଲି ରାତିରେ ଘରେ...
ଲଣ୍ଡନ ୧୦/୧୨ : ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ ଅନୁମତି ଦେଇଛନ୍ତି । ଫଳରେ ତାଙ୍କୁ ଭାରତକୁ ଫେରାଇ ଅଣାଯିବା ସମ୍ଭାବନା ଯଥେଷ୍ଟ ଉଜ୍ଜ୍ୱଳ...
ଅନୁଗୁଳୁ ୧୦/୧୨ : ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ଗତ ରାତିରେ କଇଁଫୁଲିଆ ଗ୍ରାମ ନିକଟ ରେଳ ଲାଇନ କଡ଼ରୁ ତାଙ୍କ ଶବ ଉଦ୍ଧାର କରାଯାଇଛି ।...
ସମ୍ବଲପୁର ୧୦/୧୨ : ଭିମସାରର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ବୁର୍ଲାବାସୀ । ସେମାନେ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ଫଳରେ ବୁର୍ଲା ସମ୍ପୂର୍ଣ୍ଣ...