ନୂଆଦିଲ୍ଲୀ ୧୧/୧୨ : ସଂସଦର ଶୀତକାଳୀନ ଅଧିବେଶନ ଆଠିଠାରୁ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟମାନଙ୍କ ପ୍ରତି ଶୋକ ପ୍ରକାଶ ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି ।...
ଶ୍ରୀନଗର ୧୧/୧୨ : ଜାମ୍ମୁକାର୍ଶ୍ମୀରର ସୋପିଆଁ ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀମାନେ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ଫଳରେ ୩ ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ...
ରାଉରକେଲା ୧୧/୧୨ : ରାଉରକେଲାର ଜଣାଶୁଣା ବିଲଡର ଅନମୋଲ୍ ସିଂଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ଼ ହୋଇଥିଲେ ହେଁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ବେଲଡିହି ନିକଟରେ ତାଙ୍କ ଗାଡ଼ି ଉପରକୁ ୧୦...
କୋଣାର୍କ ୧୧/୧୨ : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡାଇ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଅଟକ ରହିଛନ୍ତି । ସେମାନେ ହେଉଛନ୍ତି ଋଷିଆର ନାଗରିକ । ଏଏସ୍ଆଇ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା ଚାଲିଛି ।...
ବାରିପଦା ୧୧/୧୨ : କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଟାସ୍କଫୋର୍ସ ଉଦଳାରୁ ବଜ୍ରକାପ୍ତା ଚୋରାଚାଲାଣ ଲିଙ୍କରେ ଆଉ ୬ ଜଣଙ୍କୁ ଗିରଫ କରିଛି । ଫଳରେ ଏହି ଲିଙ୍କରେ ଗିରଫଦାରି ସଂଖ୍ୟ ୧୦କୁ ବୃଦ୍ଧି ପାଇଛି । ପୂର୍ବରୁ...