ମୋହନା ୧୦/୧୨ : ଖିରାସିଂ ଗ୍ରାମେର ସୋମବାର ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଉକ୍ତ ଗ୍ରାମର କିରା ରଣଷଣ୍ଢ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ନିଜ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା...
ଢ଼େଙ୍କାନାଳ ୧୦/୧୨ : ପର୍ଜଙ୍ଗ ନିକଟସ୍ଥ ଖଇରାମୁଣ୍ଡାଠାରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୧୫ ଜଣ ଆହତ ହୋଇଛନ୍ତି । ବସଟି ବାଲେଶ୍ୱରରୁ ଢ଼େଙ୍କାନାଳ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ତାଳଚେର...
ଭୁବନେଶ୍ୱର ୯/୧୨ : ଆସନ୍ତା ୧୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନ କାଳରେ ବିଜେଡ଼ି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓ ମହିଳାଙ୍କ ପାଇଁ ବ୍ୟବସ୍ଥାପକ ସଭାରେ...
ଶ୍ରୀନଗର ୯/୧୨ : ଶ୍ରୀନଗର ନିକଟରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନେ ସମସ୍ତେ ଲସ୍କର -ଏ-ତୋଇବାର ସଦସ୍ୟ ବୋଲି ସୂଚନା ମିଳିଛି । ଶ୍ରୀନଗର ଠାରୁ ୧୧ କିଲୋମିଟର...
ଭୁବନେଶ୍ୱର/ନୂଆଦିଲ୍ଲୀ ୯/୧୨ : ରାଜ୍ୟରେ କଂଗ୍ରେସ କନ୍ଦଳ ଏବେ ତୀବ୍ରତର ହେବାରେ ଲାଗିଛି । ଦୁଇ ତିନିଦିନ ହେଲା ଦଳର ବହୁ ତୁଙ୍ଗ ନେତାଙ୍କ ଦ୍ୱାରା ସମାଲୋଚନାର ଶରବ୍ୟ ହୋଇ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ...