ଭୁବନେଶ୍ୱର ୧/୧୨ : ବିଜୁ ସମତା କ୍ରାନ୍ତି ଦଳରେ ଯୋଗ ଦେବା ପାଇଁ ଦଳର ମୁଖ୍ୟ ଦାମୋଦର ରାଉତ ଗତକାଲି ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ...
ସୋନପୁର ୧/୧୨ : ଋଣ ଶୁଝି ନପାରିବା ଭୟରେ ବିନିକା ବ୍ଲକ୍ର ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହି ଚାଷୀଜଣକ ହେଉଛନ୍ତି ସିଂହିଂଯୁବା ଗାଁର ଭୁତୁଲୁ କର୍ଣ୍ଣ । ସେ ଧାନ କାଟିବାକୁ ଯାଇ...
ଭୁବନେଶ୍ୱର ୧/୧୨ : ରାଜ୍ୟରେ ଥିବା ବେଆଇନ୍ ସେବାଶ୍ରମ ଓ ସେଲ୍ଟର ହୋମ୍ଗୁଡ଼ିକୁ ବନ୍ଦ କରିଦିଆଯିବ । ଶନିବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଘୋଷଣା କରିଛନ୍ତି । ଢ଼େଙ୍କାନାଳ ସଦର...
ସୁନ୍ଦରଗଡ଼/ଖୋର୍ଦ୍ଧା ୧/୧୨ : ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳର କୁଲେଇବଗା ଗ୍ରାମର ଜଣେ ବ୍ୟକ୍ତି ବିଲରେ ଧାନ...
ବାଲେଶ୍ୱର ୧/୧୨ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଭୋଗରାଇର ରସୁଲପୁର ଅଂଚଳରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି...