ଭୁବନେଶ୍ୱର ୯/୫ : ‘ଫୋନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଇତିହାସ ରଚିଥିଲା ଓଡିଶା । ବାତ୍ୟା ‘ଫୋନି’ ପୂର୍ବରୁ ରାଜ୍ୟ ସରକାରଙ୍କ...
ନୂଆଦିଲ୍ଲୀ ୯/୫ : ବାଲାକୋଟକୁ ନେଇ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଛି । ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁ ସେନା ଦ୍ୱାରା ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ୧୭୦ ଜଣ ଆତଙ୍କବାଦୀ ନୀହତ...
ପୁରୀ ୯/୫ : ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ଉଜୁଡି ଯାଇଛି ବଡଦେଉଳର କଳାକୃତି । ଭାଙ୍ଗିଯାଇଛି କଳ୍ପବଟ । ଗତ ୩ ତାରିଖରୁ ବାତ୍ୟା ଫୋନି ଛାଡିଦେଇଥିବା ଚିହ୍ନ କେବେ ଯେ ଲିଭିବ, ତାହା...
ମୁମ୍ବାଇ ୯/୫ : ମା’ ଜୀବନ ପ୍ରତି ବିପଦ ଥିଲେ ଗର୍ଭଧାରଣ ୨୦ ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ଜଣେ ପଞ୍ଜୀକୃତ ଡାକ୍ତର ଗର୍ଭପାତ କରାଇପାରିବେ। ଅଦାଲତର ବିନା ଅନୁମତିରେ ସେ ଏହା କରିପାରିବେ ବୋଲି...
ପୁରୀ ୯/୫ : ଆଜି ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା । ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’କୁ ଦୃଷ୍ଟିରେ ରଖି ଗତ ମେ ମାସ ୧ ତାରିଖ ଦିନ ନୀଳଚକ୍ରରେ ୫ ହାତିଆ...
ଦିଗପହଣ୍ଡି ୯/୫ : ଚୋର ଭାବି ପୋଲିସକୁ ପିଟିଲେ ଲୋକେ । ତେଲେଙ୍ଗାନା ପୁଲିସ ସାଦା ପୋଷାକରେ ଆସି ଜଣେ ଅଭିଯୁକ୍ତର ଭାଇକୁ ଉଠାଇ ନେଉଥିବା ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା...
ଭୁବନେଶ୍ୱର ୯/୫ : ଭୁବନେଶ୍ୱର ସମେତ ପୁରୀରେ ତାଣ୍ଡବ ରଚିଛି ଫୋନି । ବାତ୍ୟାରେ ଅନେକ ଲୋକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ଓଡିଶାବାସୀଙ୍କୁ ସହାୟତା ଦେବା ପାଇଁ ଅନେକ ଲୋକ...
ଭୁବନେଶ୍ୱର ୯/୫ : ‘ଫୋନି’ର ୬ ଦିନ ପରେ ଆଜିଠାରୁ ପୁଣି ଗଡ଼ିଛି ଯାତ୍ରୀବାହି ଟ୍ରେନ୍ । ଗତ ୩ ତାରିଖ ଦିନ ସକାଳୁ ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୂ ସମସ୍ତ...
ବାରଣାସୀ ୯/୫ : ବିଏସଏଫରୁ ବହିଷ୍କୃତ ଯବାନ ତଥା ବାରାଣାସୀରେ ସମାଜବାଦି ପାର୍ଟିର ପ୍ରାର୍ଥୀ ହୋଇଥିବା ତେଜବାହାଦୂର ଯାଦବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗ ଯାଦବଙ୍କ ପାର୍ଥୀପତ୍ରକୁ ରଦ୍ଦ କରିଦେଇଥିବାରୁ ତାହାକୁ...
କଳାହାଣ୍ଡିର ୯/୫ : କଳାହାଣ୍ଡିର ତୁରକେଲା ବ୍ରିଜରୁ ଟ୍ରକ ନଦୀକୁ ଖସିପଡିଛି । ଏଥିରେ ଟ୍ରକ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପଂହଚି ଉଦ୍ଧାର...