ଥିରୁବନ୍ତପୁରମ୍ ୨/୧ : ବହୁ ଚର୍ଚ୍ଚିିତ ସାବରିମାଳା ମନ୍ଦିରରେ ବୁଧବାର ଦୁଇ ମହିଳା ପଶି ପୂଜାର୍ଚ୍ଚନା କରିଛନ୍ତି । ସବୁପ୍ରକାର କଟକଣା ସେ ୍ୱ ବିନ୍ଦୁ ଓ କନକଦୁର୍ଗା ନାମ୍ନୀ ଦୁଇ ମହିଳା ଭୋର ୩ଟା...
ନୂଆଦିଲ୍ଲୀ ୨/୧ : ହଟ୍ଟଗୋଳ ରାଜ୍ୟସଭାରେ ବୁଧବାର ବି ୩ ତଲାକ ବିଲ୍ ଆଗତ ହୋଇପାରିଲା ନାହିଁ । ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିଲ୍ରେ ସଂଶୋଧନ ଦାବି କରି କଂଗ୍ରେସ ଓ ଅନ୍ୟକେତେକ ଦଳ...
ଅନୁଗୁଳ ୨/୧ : ଅନୁଗୁଳ-ଛେଣ୍ଡିପଦା ୬୩ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ...
ରାଇରଙ୍ଗପୁର ୨/୧ : ସ୍ଥାନୀୟ ଲୋମାନେ ବୁଧବାର ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାଇରଙ୍ଗପୁର ଓ ଟାଟା ମଧ୍ୟରେ ସଡ଼କ ଯୋଗାଯୋଗ ଏକପ୍ରକାର...
ସୋରଡ଼ା ୨/୧ : ସୋରଡା ଅନ୍ତର୍ଗତ ଗୋଛାମିଲ ଗ୍ରାମ ନକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ବୁଧବାର ସକାଳୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ବେଣୁଧର ମଲ୍ଲିକ ନାମକ ଏହି ବ୍ୟକ୍ତିଙ୍କୁ କେହି ହତ୍ୟାକରି...