ରାଉରକେଲା ୯/୧୨ : ବଣେଇର ତାମଡ଼ା ନିକଟରେ ଏକ ବଡ଼ଧରଣର ଡକାୟତି ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତମାନେ ରାସ୍ତାରେ ଗଛ ପକାଇ ଏକ ବୋଲେରୋ ଗାଡ଼ିକୁ ଅଟକାଇଥିଲେ । ସେଥିରେ ଥିବା ଡିପିସି...
କେନ୍ଦୁଝର ୯/୧୨ : କେନ୍ଦୁଝର ଜିଲ୍ଲା ବାମେବାରି ଅଞ୍ଚଳରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଯାଇଛି । ରୁଙ୍ଗଟା କଲୋନୀ ବାସିନ୍ଦା ଇଞ୍ଜିନିୟର ସୁଜତ ହେମ୍ବ୍ରମ ଓ ତାଙ୍କ ପତ୍ନୀଙ୍କ ଘର ଆଜି ବହୁ ସମୟ...
ବରଗଡ଼ ୯/୧୨ : ବରଗଡ଼ର ଅତାବିରା ଅଞ୍ଚଳରେ ଏକ ବଡ଼ ଧରଣର ଅନ୍ଲାଇନ୍ ଠକେଇ ହୋଇଛି । ଜଣେ ବ୍ୟକ୍ତି ବିଦେଶ ଗସ୍ତରୁ ଫେରିବା ପରେ ତାଙ୍ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା କଟିଥିବା ଜାଣିବାକୁ...
ଭୁବନେଶ୍ୱର ୮/୧୨ : ଓଡ଼ିଶାରେ ଥିବା ଗୁଡ୍ ନ୍ୟୁଜ ଇଣ୍ଡିଆ ସେଲ୍ଟର ହୋମଗୁଡ଼ିକରେ ଅନ୍ତେବାସୀମାନଙ୍କୁ ଯୋ÷ନ ନିର୍ଯାତନା ସହ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପେଟ୍ରୋଲିୟମ...
ସମ୍ବଲପୁର ୮/୧୨ : ସମ୍ବଲପୁରରେ ଦୀର୍ଘଦିନ ଧରି ଚାଲିଥିବା ଭୀମସାର୍ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ଛୁଟିରେ ଯିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବାପରେ ଜୁନିଅର...