ରାଉରକେଲା ୮/୧୨ : ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି କରି ଶନିବାର ସ୍ଥାନୀୟ ଆଇନ୍ଜୀବୀମାନେ ଲୋକ ଅଦାଲତକୁ ବର୍ଜନ କରିଛନ୍ତି । ଜିଲ୍ଲା ଦୋ÷ରା ଅଦାଲତରେ ଲୋକ ଅଦାଲତ ଅନୁଷ୍ଠିତ ହେବାର ଥିଲା ।...
ବାରିପଦା ୮/୧୨ : ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର ହୋଇଯାଇଛି । ଦୁଷ୍କର୍ମ ଅଭିଯୋଗରେ ତାକୁ ବାରିପଦା ସର୍କଲ ଜେଲ୍ରେ ରଖାଯାଇଥିଲା । ଗତ ୬ ତାରିଖରେ ସେ ଅସୁସ୍ଥ ହେବାପରେ...
ଆସିକା ୮/୧୨ : କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଓସିଙ୍ଗି ଗ୍ରାମରେ ଏକ କୁକୁଡା ଫାର୍ମରେ ନିଆଁ ଲାଗି ୧ ହଜାରରୁ ଉଦ୍ଧ୍ୱର୍ କୁକୁଡା ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । କେହି ଦୁର୍ବୃତ୍ତ ଫାର୍ମରେ ନିଆଁ ଲଗାଇ ଦେଇଥିବା...
ଭୁବନେଶ୍ୱର 7/12 : ବିଜାତଳାରେ ବାଜି ମାରିଲା ବିଜେଡ଼ି । ଗୌରିକଗଡ଼ ଜିତିଲା ବିଜୁ ଜନତା ଦଳ । ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମଏମକୁ ପଛରେ ପକାଇ...
ଭୁବନେଶ୍ୱର ୭/୧୨ : ରାଜ୍ୟର ଚାଷୀ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ହୋଇଥିବା ପ୍ରାଥମିକ ଆଲୋଚନା ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଉକ୍ତ...