ଭଦ୍ରକ ୧୩/୧୨ : ଭଦ୍ରକ ଜିଲ୍ଲା କୁଲଣାମୈତ୍ରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ହଠାତ୍ ଭାଙ୍ଗିପଡ଼ିବା ଫଳରେ ଦୁଇଜଣ ଛାତ୍ର ଆହତ ହୋଇଛନ୍ତି । ଗୁରୁବାର ସ୍କୁଲ ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି । ଆହତ ଛାତ୍ର...
ହାଇଦ୍ରାବାଦ ୧୩/୧୨ : ଟିଆରଏସ୍ ନେତା କେ. ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରୂପେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଇଏସ୍ଏଲ୍ ନରସିମନ୍ ଆଜି ଏକ ବିଶେଷ ସମାରୋହରେ...
ଲାଞ୍ଜିଗଡ଼ ୧୩/୧୨ : ଲାଞ୍ଜିଗଡ଼ ଅଂଚଳରେ ଶିଶୁ ବଳିକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲାଞ୍ଜିଗଡ଼ ବାଲିସରା ଗାଁରେ ଏଭଳି ବର୍ବର କାଣ୍ଡ ଘଟିଛି । ଏହି ଗାଁର ସାନ୍ଦୁ ମାଝୀ...
ଭୁବନେଶ୍ୱର ୧୩/୧୨ : କେନ୍ଦ୍ରରୁ ଆସିଥିବା ଏନ୍ସିପିସିଆର ଟିମ୍ ଆଜି ରାଜ୍ୟର ବିଭିନ୍ନ ସେଲ୍ଟର ହୋମ୍ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସେଲ୍ଟର ହୋମ୍ଗୁଡ଼ିକର...
ପୁରୀ ୧୩/୧୨ : ଚିଲିକାର କୃଷ୍ଣପ୍ରସାଦ ଅଂଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ବିଶେଷ କରି ପଥରଗଞ୍ଜ, ମାସସାହି, ବୃଦ୍ଧିବିର ଆଦି ଗ୍ରାମରେ କୁକୁଡ଼ା ଓ କାଉ ମଡ଼କ ପଡ଼ି ଛି । ସରକାରଙ୍କ...